ଅଗଷ୍ଟ ୧୫ରେ କରୋନା ଭ୍ଯାକ୍ସିନ

ଅଗଷ୍ଟ ୧୫ରେ ଦେଶକୁ ଆସିପାରେ କରୋନା ଭ୍ୟାକ୍ସିନ୍ ଦେଶରେ କରୋନା ଲଗାତାର ଭାବେ ବଢିବାର ଲାଗିଛି। ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ୍ ର ଆବଶ୍ୟକ। କରୋନା ପାଇଁ ଦେଶୀ ଭ୍ୟାକ୍ସିନ୍ କୁହାଯାଉଥିବା ‘କୋଭାକ୍ସିନ୍’ ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡିଛି। ଭାରତ ବାୟୋଟେକ୍ ଇଣ୍ଟର୍ନେସ୍ନାଲ୍ ଲିମିଟେଡ ସହ ମିଶି ଆଇ.ସି.ଏମ୍.ଆର୍ କୋଭାକ୍ସିନ୍ ବିକାଶ ପାଇଁ ଉଦ୍ୟମ ଚଳାଇଛି।ଏହି ଭ୍ୟାକ୍ସିନ୍ କ୍ଲିନିକାଲ୍ ପରୀକ୍ଷଣ ପାଇଁ କିଛି ନିର୍ଦ୍ଧିଷ୍ଟ ଅନୁଷ୍ଠାନ ଚୟନ ହୋଇଛି। … Continue reading ଅଗଷ୍ଟ ୧୫ରେ କରୋନା ଭ୍ଯାକ୍ସିନ